‘ସମ୍ବଲପୁରୀ ଦିନ୍’ର ଶୁଭେଚ୍ଛା ଜଣାଇଲେ ସମ୍ବଲପୁର ସାଂସଦ । ନିଜ ଭାଷା, ସଂସ୍କୃତି ଓ ସଭ୍ୟତାର ସଂରକ୍ଷଣ କରିବା ଆମର ମୁଖ୍ୟ ଦାୟିତ୍ୱ- ଧର୍ମେନ୍ଦ୍ର ପ୍ରଧାନ । ଗୁରୁ ଶ୍ରୀ ସତ୍ୟନାରାୟଣ ବୋହିଦାରଙ୍କ ଅମୂଲ୍ୟ ଯୋଗଦାନକୁ କଲେ ସ୍ମରଣ।