ଇଣ୍ଡିଆ ମେଣ୍ଟର ୪ ଦଫା ଦାବିକୁ ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦରେ ଅନେକ ଜିଲ୍ଲାରେ ତୀବ୍ର ପ୍ରଭାବ। ରାସ୍ତାରୋକ, ପିକେଟିଂ ଓ ବିକ୍ଷୋଭ ଯୋଗୁଁ ବସ୍ ଚଳାଚଳ ବାଧାପ୍ରାପ୍ତ ହେବା ସହ ଅନେକ ସ୍ଥାନରେ ଦୋକାନବଜାର ବନ୍ଦ। ବନ୍ଦର ପ୍ରଭାବରେ ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ବ୍ୟାହତ।
ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଆଜିବି ଦୀପାଞ୍ଚଳ ଘେରିରେ ଅଛନ୍ତି ରାଜକନିକା ବ୍ଲକ ଅଧୀନ ତ୍ରୈଲୋକପୁର ପଞ୍ଚାୟତ ଅଧୀନ ଗଙ୍ଗାଧର ପ୍ରସାଦଡିହା ଗାଁ।ଖରସ୍ରୋତାରେ ଘେରା ଗଙ୍ଗାଧର ପ୍ରସାଦ ଡିହା; ମୌଳିକ ସୁବିଧା ଦାବିରେ ୮ କିମି ରାଲି, ତହସିଲ ସମ୍ମୁଖରେ ଆମରଣ ଅନଶନ