ପୁଣି ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ । ଏକ ହୋଟେଲରେ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲା ଅଭିଯୁକ୍ତ । ଅଭିଯୁକ୍ତ ହେଉଛି ବାଲେଶ୍ଵର ସୋର ଥାନା ଅନ୍ତର୍ଗତ ଶିରପୁରର ଜୟନ୍ତ କୁମାର ନାୟକ ।