ଜଗତସିଂହପୁରରେ ବନ୍ୟା ସମୀକ୍ଷା ବୈଠକ। ବନ୍ୟା କ୍ଷୟକ୍ଷତିର ସ୍ଥିତି ସମୀକ୍ଷା ପରେ ଚାଷୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। କହିଲେ, ଖୁବଶୀଘ୍ର କ୍ଷତିପୂରଣ ଯୋଗାଇବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ।