ନ୍ୟାସନାଲ ଫିଲ୍ମ ଆୱାର୍ଡସ 2026 କୁ ନେଇ ବଡ ଧରଣର ପରିବର୍ତ୍ତନ । ଭାଙ୍ଗିଲା ୭୨ ବର୍ଷର ପରମ୍ପରା । ପ୍ରଥମ ଥର ଦିଲ୍ଲୀ ବାହାରେ ହେବ ନ୍ୟାସନାଲ ଫିଲ୍ମ ଆୱାର୍ଡସ୍ ।