ପାର୍ବଣ ଋତୁ ଆରମ୍ଭ ହେବା ସହ ଫ୍ୟାଶନ୍କୁ ନେଇ ବଢ଼ିଛି କ୍ରେଜ୍ । ଦୁର୍ଗାପୂଜାରେ ପାରମ୍ପରିକ ଲୁକ୍ ସହ ମଡର୍ନ୍ ଟଚ୍ ଦେବାକୁ ଯୁବପିଢ଼ିଙ୍କ ପସନ୍ଦ ପାଲଟିଛି ହ୍ୟାଣ୍ଡଲୁମ୍ ଶାଢ଼ି, କଟନ୍ କୁର୍ତ୍ତା, ଧୋତି ଓ ଗ୍ରାମୀଣ ଗହଣା । କମ୍ଫର୍ଟ ସହ ଷ୍ଟାଇଲିଶ୍ ଲୁକ୍ ପାଇଁ ଏହି ଫ୍ୟାଶନ୍ ଟ୍ରେଣ୍ଡ ହୋଇପାରେ ପୂଜାର ହଟ୍ ଚଏସ୍ ।