କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ସମାରୋହ। ଗୁରୁ ଦିବସରେ ଛାତ୍ରଛାତ୍ରୀଙ୍କୁ ମୋହନ ମାଝୀଙ୍କ ପରାମର୍ଶ; କହିଲେ- କ୍ୟାରିୟର ଗଢ଼ିବା ଉପରେ ଫୋକସ୍ କର।