"ଆସ, ଏବେ ମୋତେ ଟ୍ରୋଲ୍ କର": ସଲମାନ୍ଙ୍କ ଖୋଲା ଚ୍ୟାଲେଞ୍ଜ, 'ଭାଇ ମୋଟା ହୋଇଯାଇଛନ୍ତି', 'ବୁଢ଼ା ହୋଇଗଲେଣି'। ଆସ, ଏବେ ମୋତେ ଟ୍ରୋଲ୍ କର! ମୋର କୌଣସି ସିକ୍ସ-ପ୍ୟାକ୍ ଆବ୍ସ ନାହିଁ। ଆମକୁ ସମାଲୋଚନା କରିବା ପୂର୍ବରୁ ପ୍ରଥମେ ନିଜ ନିଜର ଚେହେରା ଓ ନିଜ ପରିବାରର ସ୍ୱାସ୍ଥ୍ୟ କଥା ବୁଝ।"