ଗୁଆହାଟୀ ହୋଟେଲ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଘନକାନ୍ତ ଗୋଗୋଇଙ୍କ ପୋଲିସ ଗୁଳିରେ ମୃତ୍ୟୁ ! ପିସ୍ତଲ ଛଡ଼ାଇବା ଉଦ୍ୟମ ବେଳେ ଫୁଟିଲା ଗୁଳି, ଶିବସାଗରରେ ଘଟିଲା ଏହି ଘଟଣା।