ମୋକାମାର ବିଧାୟକ ଅନନ୍ତ ସିଂହ ଜମୁଇର ନାବାଳିକା ସହିତ ହୋଇଥିବା ଦୂର୍ବ୍ୟବହାର ମାମଲାରେ କହିଛନ୍ତି ଏମିତି ବ୍ୟବହାର କରୁଥିବା ଦାୟୀ ବ୍ୟକ୍ତିକୁ ସେହି ଦିନ ହିଁ ମାରି ଦେବା ଦରକାର | ଏହି ଘଟଣାରେ ସମଗ୍ର ବିହାରରେ ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି |