ଜାତୀୟ

ଭାରତର ଅର୍ଥନୀତିରେ ବ୍ଲୁ ଅର୍ଥନୀତିର ଯୋଗଦାନ ସମ୍ପର୍କରେ ଏକ ଆଲେଖ୍ୟ

ନୂଆଦିଲ୍ଲୀ : ବିଶ୍ୱ ମହାସାଗର ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶେୟାର କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“କେନ୍ଦ୍ର ମନ୍ତ୍ରୀ @KirenRijiju ଜୀ ଲେଖିଛନ୍ତି, କିପରି ଭାରତ ନିଜ ବିସ୍ତୃତ ସାମୁଦ୍ରିକ ତଟ ଓ ସାମୁଦ୍ରିକ ସମ୍ପଦ ସହ ନିଜ ବ୍ଲୁ ଅର୍ଥନୀତିର କ୍ଷମତା ଉପଯୋଗ ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି ।

Related Articles

Leave a Reply

Your email address will not be published.

Back to top button