କଟକ

ବନ୍ୟା ପାଣିରେ ଅଧା ବୁଡିଗଲା ମା’ ଭଟ୍ଟାରିକା ପୀଠ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମନ୍ଦିରରେ ୧୪୪ ଧାରା ଜାରୀ

କଟକ/ଯାଜପୁର : ମହାନଦୀର ବନ୍ୟା ପାଣିରେ ଅଧା ବୁଡି ଯାଇଛି ବଡ଼ମ୍ବା ମା ଭଟ୍ଟାରିକା ପୀଠ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମନ୍ଦିରରେ ୧୪୪ ଧାରା ଜାରୀ କରାଯାଇଛି । ସେହିପରି ସିଂହନାଥ ମନ୍ଦିର ପାଣିଘେରରେ ରହିଥିବାରୁ ପୀଠରେ ମଧ୍ୟ କଟକଣା ଜାରୀ କରିଛି ପ୍ରଶାସନ । ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣିରେ ଯାଜପୁର ଜଗନ୍ନାଥ ମନ୍ଦିର ମଧ୍ୟ ପାଣି ଘେରରେ ରହିଛି ।

Related Articles

Leave a Reply

Your email address will not be published.

Back to top button