ଅପରାଧ

କାର୍ ରୁ ୧୫୦ କେଜି ଗଞ୍ଜେଇ ଜବତ, ଚାଳକ ଗିରଫ

ଗଞ୍ଜାମ : ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ କାର୍ ନଂ ଓଆର୦୨-ଜେଡ୍୩୧୧୩ କୁ ଅଟକାଇ ଯାଞ୍ଚ୍ ବେଳେ ସେଥିରୁ ୧୫୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଉକ୍ତ କାର୍ କୁ ଜବତ କରିବା ସହ ଏହାର ଚାଳକକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଯଶବନ୍ତ ମଲ୍ଲିକ (୨୫) । ତାର ଘର ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଳାମେଘି ଗ୍ରାମରେ ବୋଲି ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button